ଚାଲିଛି ବିବାହ ଋତୁ, ଭଞ୍ଜନଗର ଠାରେ ସୋନିର କର୍ମଶାଳା ।

ଭଞ୍ଜନଗର, ୧୦/୧୧(ପିପିଟି ):ଘୁମୁସର ଫୋଟଗ୍ରାଫର ଆସୋସିଏସନ ତରଫରୁ ଭଞ୍ଜନଗର ସ୍ଥିତ ଓଟିଡିସି ପାନ୍ଥ ନିବାସ ଠାରେ ସୋନି କମ୍ପାନୀର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ଉପଖଣ୍ଡ…
Read More...

୮୪ ଟି ଅଭିଯୋଗ ଶୁଣିଲେ ଜିଲ୍ଲାପାଳ ।

ମାଲକାନଗିରି, ୧୦/୧୧(ପିପିଟି):ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକ୍ ସ୍ଥିତ ଭଣ୍ଡାରି ପାଙ୍ଗାମ୍ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ…
Read More...

ଧୂଙ୍ଗିଆ ଦେଇ ଦେଵୀ ଙ୍କ ପୀଠରୁ ମୂର୍ତ୍ତି ସହ ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ।

ବାଲିଗୁଡା, ୧୦/୧୧ (ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ମହାସିଙ୍ଗି ପଞ୍ଚାୟତ ୫୯ ନଂ.ଜାତୀୟ ରାଜପଥ ରାସ୍ତା କଡରେ ଥିବା ଅଞ୍ଚଳର ଇଷ୍ଟଦେବୀ ମା' କାକବୁଢା (ଧୂଙ୍ଗିଆ ଦେଇ) ଙ୍କ ମନ୍ଦିର…
Read More...

ଦାରିଙ୍ଗବାଡିର ଶୀତ ମହୋତ୍ସବକୁ ରାଜ୍ୟସ୍ତରୀୟ କରିବା ପାଇଁ ଜିଲାପାଳଙ୍କ ନିକଟରେ ଦାବି ।

ଦାରିଙ୍ଗବାଡି,୧୦/୧୧(ପିପିଟି): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିକୁ ଶୀତ ଆସିଛି। ରାଜ୍ୟରେ ସବୁଠାରୁ ଶୀତଳ ବ୍ଲକ ଭାବେ ପରିଚିତ ଦାରିଙ୍ଗବାଡିରେ ପ୍ରତିବର୍ଷ ଜାନୁୟାରୀରେ ଶୀତ ମହୋତ୍ସବ ପାଳନ ହେଉଛି। ତେବେ…
Read More...

ଥୁଆମୂଳରେ ୨୪ ପ୍ରହର ନାମଯଜ୍ଞ ।

ବେଗୁନିଆପଡ଼ା,୦୯/୧୧(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଥୁଆମୂଳରେ ୨୪ ପ୍ରହର ନାମଯଜ୍ଞ ବଡ଼ ଧୁମ୍‌ଧାମ୍‌ରେ ଚାଲିଛି । ବାବାଜୀ ମହାରାଜ ନିତ୍ୟାନନ୍ଦ ମହାରାଜଙ୍କ ବ୍ରଜ ପ୍ରାପ୍ତି ଉପଲକ୍ଷେ ଏହି ୨୪…
Read More...

ବୁଗୁଡା ପ୍ରେସ କ୍ଳବକୁ ସୁଦୃଢ କରିବା ପାଇଁ ଆଲୋଚନା ।

ପୋଲସରା,୦୯/୧୧ (ପିପିଟି): ବୁଗୁଡା ପ୍ରେସ କ୍ଳବକୁ ସୁଦୃଢ କରିବା ପାଇଁ ଏକ ବୈଠକ ବୁଗୁଡା ଅମିତ ନଗରସ୍ଥ ଟି.ସତ୍ୟନାରାୟଣ ପାତ୍ରଙ୍କ ବାସଭବନରେ ଅକ୍ଟୋବର ମାସରେ ଅନୁଷ୍ଠିତ ହୋଇଯାଇଛି। ଅନିଲ କୁମାର ମହାରଣାଙ୍କ ଅଧ୍ୟକ୍ଷତାରେ…
Read More...

ପୂର୍ବ ଶତ୍ରୁତାରୁ ହୋମଗାର୍ଡଙ୍କୁ ମାରଣାନ୍ତକ ଆକ୍ରମଣ ।

ଭଞ୍ଜନଗର , ୦୯/୧୧ (ପିପିଟି):ଭଞ୍ଜନଗର ଥାନା ଅନ୍ତର୍ଗତ ସମାପଲ୍ଲୀ ଗ୍ରାମରେ ପୂର୍ବ ଶତ୍ରୁତାରୁ ଆକ୍ରମଣ ଘଟିଥିବା ଜଣାପଡିଛି। ସୂଚନା ପ୍ରକାରେ ସାନକୋଦଣ୍ଡା ପଞ୍ଚାୟତ ସମାପଲ୍ଲୀର ଗଜେନ୍ଦ୍ର ନାଇକ ଭଞ୍ଜନଗର ଥାନାରେ ହୋମ…
Read More...

ବୋଲଗଡ଼ ଟାଉନ୍ ପାସେଞ୍ଜର ହଲ୍ଟକୁ ପୂର୍ଣାଙ୍ଗ ରେଳଷ୍ଟେସନ ନିର୍ମାଣ ପାଇଁ ମିଳିଲା ଅନୁମତି ।

ବୋଲଗଡ଼ ,୦୯/୧୧(ପିପିଟି): ପଶ୍ଚିମ ଓଡିଶାର ଲାଇଫ ଲାଇନ ଭାବେ ପରିଚିତ ପୂର୍ବତଟ୍ଟ ରେଳବିଭାଗର ଖୋର୍ଦ୍ଧା ବଲାଙ୍ଗୀର ନୂତନ ରେଳ ପ୍ରକଳ୍ପର ଅଧିନ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ସଦରମହକୁମାର ବୋଲଗଡ଼ ଟାଉନ୍ ପାସେଞ୍ଜର ହଲ୍ଟକୁ…
Read More...

ପୋଲସରା ରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଯୁବ ସମ୍ମିଳନୀ ।

ପୋଲସରା,୦୯/୧୧ (ପିପିଟି):ସଂଘ ଶତାବ୍ଦୀ ପାଳନ ଅବସରରେ ପୋଲସରା ସ୍ଥିତ ବହୁମୁଖୀ କ୍ରୀଡାଳୟ ପରିସରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ପୋଲସରା ଏବଂ ବୁଗୁଡ଼ା ଖଣ୍ଡ ସ୍ଥରୀୟ ଯୁବ ସମ୍ମିଳନୀ ଆୟୋଜିତ ହୋଇଯାଇଅଛି |ପୋଲସରା…
Read More...

ଜିଲ୍ଳା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ଛାତ୍ରୀଙ୍କ କୃତୀତ୍ୱ ।

ବେଲଗୁଣ୍ଠା,୦୯/୧୧(ପିପିଟି):ଶନିବାର ବ୍ରହ୍ମପୁର ଭିଭିଗିରି ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବ୍ଳକ୍ ଦୁଇ ଜନ ଛାତ୍ରୀ ରାଜ୍ୟ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ପାଇଁ…
Read More...