ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ ପ୍ରଥମ ବାର୍ଷିକୋତ୍ସବରେ ଶ୍ରେଷ୍ଠ ସାମ୍ବାଦିକ ସମ୍ମାନରେ ନିତିଦିନ ର ସାମ୍ବାଦିକ ଜି.ନାଗରାଜୁ ରାଓଙ୍କୁ ଆସ୍କା ବିଧାୟିକା ମଞ୍ଜୁଳା ସ୍ବାଇଁ ସମ୍ମାନିତ କରୁଛନ୍ତି। Read more
ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ ପ୍ରଥମ ବାର୍ଷିକୋତ୍ସବରେ କୋରନା ଯୋଦ୍ଧା ସମ୍ମାନରେ ଚିରିକିପଡା ଶାସନ ସରପଞ୍ଚ ସୁଜାତା କୁମାରୀ ସାହୁଙ୍କୁ ଆସ୍କା ବିଧାୟିକା ମଞ୍ଜୁଳା ସ୍ବାଇଁ ସମ୍ମାନିତ କରୁଛନ୍ତି। Read more
ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ ପ୍ରଥମ ବାର୍ଷିକୋତ୍ସବରେ କୋରନା ଯୋଦ୍ଧା ସମ୍ମାନରେ ସୁଜିତ୍ କୁମାର ଚୌଧୁରୀ,ନିର୍ବାହୀ ଅଧିକାରୀ,ଏନ୍ଏସି କୋଦଳାଙ୍କୁ ଆସ୍କା ବିଧାୟିକା ମଞ୍ଜୁଳା ସ୍ବାଇଁ ସମ୍ମାନିତ କରୁଛନ୍ତି। Read more
ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ ପ୍ରଥମ ବାର୍ଷିକୋତ୍ସବରେ କୋରନା ଯୋଦ୍ଧା ସମ୍ମାନରେ କଳମ୍ବ ସରପଞ୍ଚ ପ୍ରଶାନ୍ତ କୁମାର ପ୍ରଧାନଙ୍କୁ ଆସ୍କା ବିଧାୟିକା ମଞ୍ଜୁଳା ସ୍ବାଇଁ ସମ୍ମାନିତ କରୁଛନ୍ତି। Read more
ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ ପ୍ରଥମ ବାର୍ଷିକୋତ୍ସବକୁ ଆସ୍କା ବିଧାୟିକା ମଞ୍ଜୁଳା ସ୍ବାଇଁ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରୁଛନ୍ତି। Read more