ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ ପ୍ରଥମ ବାର୍ଷିକୋତ୍ସବରେ କୋରନା ଯୋଦ୍ଧା ସମ୍ମାନରେ ପ୍ରସନ୍ନ କୁମାର ଦାଶ,ନିର୍ବାହୀ ଅଧିକାରୀ,ଏନ୍ଏସି ପୋଲସରାଙ୍କୁ ଆସ୍କା ବିଧାୟିକା ମଞ୍ଜୁଳା ସ୍ବାଇଁ ସମ୍ମାନିତ କରୁଛନ୍ତି। Read more
ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ ପ୍ରଥମ ବାର୍ଷିକୋତ୍ସବରେ କାର୍ଟୁନିଷ୍ଟ ସୁଦାମ ଶେଖରଙ୍କ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କୁ କାର୍ଟୁନ ଫଟୋ ଚିତ୍ର ପ୍ରଦାନ କରୁଛନ୍ତି। Read more
ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ ପ୍ରଥମ ବାର୍ଷିକୋତ୍ସବରେ କାର୍ଟୁନିଷ୍ଟ ସୁଦାମ ଶେଖରଙ୍କୁ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ସମ୍ମାନିତ କରୁଛନ୍ତି। Read more
ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ ପ୍ରଥମ ବାର୍ଷିକୋତ୍ସବରେ ଶ୍ରେଷ୍ଠ ପାଠିକା ସମ୍ମାନରେ ରାଜଲକ୍ଷ୍ମୀ ପାଣିଗ୍ରାହୀଙ୍କୁ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ସମ୍ମାନିତ କରୁଛନ୍ତି। Read more
ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ ପ୍ରଥମ ବାର୍ଷିକୋତ୍ସବରେ ଶ୍ରେଷ୍ଠ ଗ୍ରାମାଞ୍ଚଳ ସାମ୍ବାଦିକ ସମ୍ମାନରେ ପିପିଟି ର ସାମ୍ବାଦିକ ଆରତ କୁମାର ହୋତାଙ୍କୁ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ସମ୍ମାନିତ କରୁଛନ୍ତି। Read more