ସମାଜସେବୀ ଭୀମ ପ୍ରଧାନଙ୍କ ଦ୍ବାଦଶାହ ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ।

ବ୍ରହ୍ମପୁର,୨୭/୧୦(ପିପିଟି): ବ୍ରହ୍ମପୁର ଆଙ୍କୁଲି ନିଗମ ନଗର ୧ମ ନିବାସୀ ତଥା ସମାଜସେବୀ ଭୀମ ପ୍ରଧାନଙ୍କ ସ୍ମଶାନେଶ୍ବର ମନ୍ଦିର ଠାରେ ଦ୍ବାଦଶାହ ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଧ୍ରୁବ କୁମାର ପ୍ରଧାନ,ଟୁଲୁ,ବୁଲୁ ଓ ପରିବାରବର୍ଗ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ସମାଜସେବୀ,ନେତା ଓ ଅଞ୍ଚଳ ବାସୀ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Comments (0)
Add Comment