ବିଜେପିରେ ମିଶିଲେ ଶତାଧିକ କର୍ମୀ ।

ବାସୁଦେବପୁର,୩୦/୦୪: ଆଜି ଅନ୍ୟ ଦଳ ଛାଡି ଶତାଧିକକର୍ମୀ ଓ ସମର୍ଥକ ବିଜେପି ଦଳରେ ସାମିଲ ହୋଇଛନ୍ତି । ଏହି ଅବସରରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀଙ୍କ ସମେତ ସମସ୍ତ ଜିଲ୍ଲା ପଦାଧିକାରୀ ଉପସ୍ଥିତ ଥିଲେ । ବିଧାନସଭା କ୍ଷେତ୍ରରେ ଦଳୀୟ ନେତା ବାଣୀକଲ୍ୟାଣ ମହାନ୍ତି, ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ବାଳପ୍ରମୁଖଙ୍କ ନେତୄତ୍ବରେ ଏହି ମିଶ୍ରଣ ପର୍ବ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ସମ୍ବିତ ମହାନ୍ତି ଓ ପ୍ରଭାତ ବିଶ୍ବାଳଙ୍କ ଘରବାହୁଡାକୁ ନେଇ ଦଳୀୟ ଜିଲ୍ଲା କାର୍ଯ୍ୟାଳୟ ବେଶ ଉତ୍ସବ ମୁଖର ହୋଇ ପଡିଥିଲା ।

Comments (0)
Add Comment