କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୧୧୫ ।

କଟକ,ତା-୦୧/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୧,୮୨୫ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୭୫,୭୪୯, ଚିକିତ୍ସିତ ସଂଖ୍ୟା ୧୪,୬୯୨, ମୃତ ସଂଖ୍ୟା ୧,୩୩୧ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୧୫ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୬,୦୧୩, ସୁସ୍ଥ ସଂଖ୍ୟା ୨୪,୭୩୮,ଚିକିତ୍ସିତ ସଂଖ୍ୟା ୧,୧୬୦, ମୃତ ସଂଖ୍ୟା ୧୧୧ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୭୦୯ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୧୫ ବୋଲି ଜଣାପଡିଛି ।

Comments (0)
Add Comment