ଓଷ୍ଟାର ଜିଲ୍ଲା ସ୍ତରୀୟ ନୂତନ କର୍ମକର୍ତ୍ତା ଚୟନ ।

0 174

ମାଲକାନଗିରି,୧୨/୦୮(ପିପିଟି):ମାଲକାନଗିରି ମହିଳା କନିଷ୍ଠ ମହାବିଦ୍ୟାଳୟ ଠାରେ ଓଡିଶା ମାଧ୍ୟମିକ ଶିକ୍ଷକ ସଂଘ (ଓଷ୍ଟା) ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ଚୟନ କରାଯାଛି। ମାଲକାନଗିରି ଜିଲ୍ଲା ଓଷ୍ଟା ଶାଖାର ସଭାପତି ଭାବେ ସୂର୍ଯ୍ୟକାନ୍ତ ପାଣିଗ୍ରାହୀ, କାର୍ଯ୍ୟକାରୀ ସଭାପତି ଭାବେ ରଞ୍ଜନ କୁମାର ପରିଡ଼ା, ଉପସଭାପତି ଭାବେ ରମେଶ ଚନ୍ଦ୍ର ଭୂୟାଁ, ଅନ୍ୟତମ ଉପସଭାପତି ଭାବେ ମନୋରମା ରାଉତ, ସଂପାଦକ ଭାବେ ମନୋଜ କୁମାର ରାଉତ,ଯୁଗ୍ମ ସମ୍ପାଦକ ଭାବେ ଯଯାତି କେଶରୀ ପଣ୍ଡା, ଅନ୍ୟତମ ଯୁଗ୍ମ ସମ୍ପାଦକ ଭାବେ ସୁପ୍ରୀତି କର, କାର୍ଯ୍ୟ କାରେଣୀ ସଦସ୍ୟ ଭାବରେ ରତିକାନ୍ତ ରାଉତ,ରଘୁଦତ୍ତ ମହାପାତ୍ର, ପ୍ରଶାନ୍ତ କୁମାର ପ୍ରଧାନ, ଅଶୋକ କୁମାର ପରିଡା,ତରଣୀ ସେନ ବାରିକ ପ୍ରମୁଖଙ୍କୁ ଚୟନ କରାଯାଇଥିଲା।
ଆଗାମୀ ଦିନରେ ମାଧ୍ୟମିକ ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ କାର୍ଯ୍ୟ କରିବେ ବୋଲି ନୂତନ ଭାବେ ଚୟନ କରାଯାଇଥିବା କର୍ମକର୍ତ୍ତାମାନେ ମତବ୍ୟକ୍ତ କରିଥିଲେ। ନୂତନ କର୍ମକର୍ତ୍ତାମାନଙ୍କୁ ଫୁଲ ତୋଡା ଦେଇ ସ୍ବାଗତ କରାଯାଇଥିଲା।

ରିପୋର୍ଟ -ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ

Leave A Reply

Your email address will not be published.