ଯାଜପୁର ,୧୨/୦୫(ପିପିଟି):ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଜେନାପୁର ମଣ୍ଡଳ (ଜୋନ -12) ର ଯୁବମୋର୍ଚ୍ଚା ପକ୍ଷରୁ ନବ ନିଯୁକ୍ତ ପ୍ରଭାରୀ ଅଭିଷେକ ରାଉତଙ୍କୁ ଜେନାପୁର ପଞ୍ଚାୟତ ଠାରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ଥିଲା ସେଠାରେ ବହୁ ସଂଖ୍ୟକ ବିଜେପି କର୍ମୀ ଓ ଯୁବକ ଯୁବ ମୋର୍ଚ୍ଚାର ସଦସ୍ୟ ମାନଙ୍କ ସହ ଉପସ୍ଥିତି ରହିଥିଲି , ଏବଂ ଯୁବକ ମାନେ ଏକତ୍ରିତ ହୋଇ ଏକ ଦୃଢ଼ ସଂଗଠନ ଗଠନ କରିବା ପାଇଁ ଆହ୍ୱାନ ଦେଇ ଥିଲି। ବିଧାୟକ ହିମାଂଶୁ ଶେଖର ସାହୁ ମୋ ଉପରେ ଯେଉଁ ଭରଷା କରି ଯେଉଁ ଗୁରୁ ଦାୟିତ୍ୱ ଦେଇଛନ୍ତି ମୋ ସଠିକ୍ ଭାବେ ତୁଲାଇବି। ଏହା ସହିତ ଆଗକୁ କିପରି ବିଧାୟକ ହାତ ମୁଠା କୁ ଆହୁରି ଟାଣ କରିବା ସହିତ ସଂଗଠନ କୁ ମଜବୁତ୍ କରିବା ପାଇଁ ଆପଣ ମାନଙ୍କ ସହଯୋଗ ମୋଟ ଏକାନ୍ତ କାମ୍ୟ ବୋଲି କହିଛନ୍ତି ଅଭିଷେକ ।