ଗ୍ୟାସ ନ ମିଳିବାରୁ ଖାଲି ଟାଙ୍କି ଧରି ରାସ୍ତା ଅବରୋଧ ।

0 200

କେନ୍ଦୁଝର,୩୦/୦୩: ଏଚପି ଗ୍ୟାସ ନମିଳିବାରୁ ଶହ ଶହ ଉପଭୋକ୍ତା ଖାଲି ଟାଙ୍କି ରଖି ରାସ୍ତା ଅବରୋଧ କରିଛନ୍ତି। ବେଲଦା କେନ୍ଦୁଝର ରାସ୍ତାରେ ଶଙ୍କରପୁର ଗ୍ୟାସ ଗୋଦାମ ସମ୍ମୁଖରେ ଗ୍ୟାସ ଟାଙ୍କି ରଖି ଅବରୋଧ କରିଛନ୍ତି ଉପଭୋକ୍ତା। ବ୍ରାହମେଶ୍ୱର ଗ୍ୟାସ ବିତରକ ସଂସ୍ଥା ଦୀର୍ଘଦିନ ଧରି ଗ୍ୟାସ ଉପଭୋକ୍ତାଙ୍କୁ ଗ୍ୟାସ ନଯୋଗାଇ କଳାବଜାରୀ ଅଭିଯୋଗରେ ଉତ୍ତେଜନା ଚରମ ସୀମାରେ।

Leave A Reply

Your email address will not be published.