ବଲିଉଡ ଅଭିନେତା ଧର୍ମେନ୍ଦ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ବିଶିଷ୍ଟ ଲେଖକ ଜୟପ୍ରକାଶ ।

0 133

ଯାଜପୁର,୨୪/୧୧(ପିପିଟି):ବଲିଉଡ ଅଭିନେତା ଧର୍ମେନ୍ଦ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ବିଶିଷ୍ଟ ଲେଖକ ଜୟ ପ୍ରକାଶ ନାୟକ । ଧର୍ମେନ୍ଦ୍ରଙ୍କ ବିୟୋଗ ବଲିଉଡ ପାଇଁ ଅପୂରଣୀୟ କ୍ଷତି ସୃଷ୍ଟି କରିଛି। ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ଜୟ ପ୍ରକାଶ।

Leave A Reply

Your email address will not be published.