ବୃନ୍ଦାବନ ରଣାଙ୍କ ଦେହାନ୍ତ ଖବର ପାଇ ସେଠାରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଫୁଲ୍ଲ ଘଡାଇ ।

0 161

ଯାଜପୁର,୧୬/୦୮(ପିପିଟି): ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ୍ ରାଣୀପଡା ଗ୍ରାମର ବୃନ୍ଦାବନ ରଣାଙ୍କ ଦେହାନ୍ତ ହୋଇଯାଇଛି । ଏହି ଖବର ପାଇ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ। ଡ଼ଃ ଘଡାଇ ସ୍ବର୍ଗତ ରଣାଙ୍କ ଅମର ଆତ୍ମାର ସଦଗତି କାମାନ କରିବା ସହିତ ପରିବାର ବର୍ଗକୁ ସମାବେଦନ ଜଣାଇଛନ୍ତି ।

Leave A Reply

Your email address will not be published.