ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ । ରାଜ୍ୟ ଖବର By Devasmita mohanty On Apr 17, 2025 0 251 Share ପୋଲସରା,୧୭/୦୪(ପିପିଟି):ପୋଲସରା ବ୍ଲକ୍ ବର୍ତ୍ତିନି ଗ୍ରାମର ରୋହିତ ସାହୁ (ବୟସ – ୩୫ ) ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। 0 251 Share