ପୂର୍ବତନ ସରପଞ୍ଚ ସ୍ୱର୍ଗତ ରବିନ୍ଦ୍ର କୁମାର ଅଟ୍ଟଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୋତ୍ସବ ବାର୍ଷିକ ଅନୁଷ୍ଠିତ।

0 290

ବୋଲଗଡ଼,୦୩/୦୧(ପିପିଟି):ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ସାଗରଗୁଆଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ୱର୍ଗତ ରବିନ୍ଦ୍ର କୁମାର ଅଟ୍ଟଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇ ଯାଇଛି। ସ୍ୱର୍ଗତ ଅଟ୍ଟ ସାଗରଗାଁ ପଞ୍ଚାୟତର ଗୋଟିଏ ଥର ସରପଞ୍ଚ ଓ ଦୁଇ ଥର ସମିତି ସଭ୍ଯ ଥିଲେ ଏବଂ ନ୍ୟାୟବିତ୍ ଥିଲେ। ତାଙ୍କର ବାସଭବନ ଠାରେ ପ୍ରଥମ ଶ୍ରାଦ୍ଧ ବାର୍ଷିକୋତ୍ସବ ଉପଲକ୍ଷେ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇ ଯାଇଛି। ଏହି ସ୍ମୃତି ସଭାରେ ଅଞ୍ଚଳର ବହୁ ଛାମୁଆ ବ୍ୟକ୍ତି ମାନେ ଅତିଥି ଭାବରେ ଉପସ୍ଥିତ ରହିବା ସହିତ ସ୍ୱର୍ଗତ ରବିନ୍ଦ୍ର କୁମାର ଅଟ୍ଟ ଙ୍କର ପୁଅ, ବୋହୁ ନାତି, ନାତୁଣୀ ଉପସ୍ଥିତ ରହି ପ୍ରଥମେ ଫଟୋଚିତ୍ରରେ ପୁଷ୍ପ ଚନ୍ଦନ ଓ ଧୂପ ପ୍ରଦାନ କରି ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିବା ସହିତ ତାଙ୍କର ସ୍ମୃତିଚାରଣ କରିଥିଲେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.