ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ । ଜିଲ୍ଲା By Devasmita mohanty On Oct 29, 2024 0 235 Share ବୁଗୁଡା,୨୯/୧୦(ପିପିଟି): ବୁଗୁଡ଼ା ବ୍ଲକ୍ ଅରଖପୁର ଗ୍ରାମର ଅହଲ୍ୟା ମଳିକ ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସଂତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । 0 235 Share