ବୋଲଗଡ଼,୦୫/୦୪(ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ବଡକୁମାରୀ ଗ୍ରାମପଞ୍ଚାୟତ ର ରାଜସୁନାଖଳା କୁମାରୀ ଛକ ଠାରେ ଥିବା ବରଗଛ ମୂଳରେ ସେଛ୍ୱାସେବୀ ମାନେ ଦହିପଣା ଦିନ ୧୦ଟା ଆରମ୍ଭ କରି ଲୋକ ମାନଙ୍କୁ ମାଗଣାରେ ବଣ୍ଟନ କରାଯାଇଥିଲା। ଏଥି ସହିତ ଗ୍ରୀଷ୍ମ ପ୍ରବାହକୁ କୁ ଦୃଷ୍ଟି ରେ ରଖି ଜଳଛତ୍ର କରାଯାଇଛି। ଯାହା ଦ୍ଵାରା ବହୁ ଯାତାୟତ କରୁଥିବା ଯାତ୍ରୀ ମାନେ ଏହା ଦ୍ବାରା ଉପକୃତ ହୋଇପାରିବେ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)