ପିପିଟି କାର୍ଯ୍ଯାଳୟରେ ସାଧାରଣତନ୍ତ୍ର ଦିବସ ପାଳିତ।

0 319

ବ୍ରହ୍ମପୁର,୨୬/୦୧(ପିପିଟି):ପିପିଟି କାର୍ଯ୍ଯାଳୟରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ସଭାପତି ଦେବସ୍ମିତା ମହାନ୍ତି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। କାର୍ଯ୍ୟକ୍ରମରେ ସମ୍ପାଦକ ସମରଜତ୍ ମହାନ୍ତି, କାର୍ଯ୍ଯକାରୀ କମିଟିର ସଦସ୍ଯ ସପ୍ନେଶ୍ବର ପାଣିଗ୍ରାହୀ,ବରିଷ୍ଠ ନାଗରିକ ବନବାସୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.