କବିସୂର୍ଯ୍ଯ ନଗର ଗସ୍ତରେ ୫ଟି ସଚିବ ।

0 553

କବିସୂର୍ଯ୍ଯ ନଗର,(ପିପିଟି ନ୍ଯୁଜ୍)୧୫/୦୫,ଆଜି ୫ଟି ସଚିବ ଭି.କେ.ପାଣ୍ଡିଆନ୍ ଗଞ୍ଜାମ ଗସ୍ତ ସମୟରେ କବିସୂର୍ଯ୍ଯ ନଗର ବ୍ଲକ୍ ଠାରେ କରୋନା ସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ ।ସମୀକ୍ଷା ବୈଠକରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ,ଗଞ୍ଜାମ ଏସପି ବ୍ରିଜେଶ ରାଏ,ଆସ୍କା ବିଧାୟିକା ମଞ୍ଜୁଳା ସ୍ବାଇଁ,କବିସୂର୍ଯ୍ଯ ନଗର ବିଧାୟିକା ଲତିକା ପ୍ରଧାନ,ତହସିଲଦାର,ସିଡିପିଓ, ବିଡିଓ,ବ୍ଲକ୍ ଅଧ୍ଯକ୍ଷ ସମେତ ପାଞ୍ଚଜଣ ସରପଞ୍ଚ ବୈଠକରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.