ପାତ୍ରପୁର ଦମକଳ ବାହିନୀ ତରଫରୁ ବିଶୋଧକ ସିଞ୍ଚନ ।

0 42

ପାତ୍ରପୁରୁ,(ପିପିଟି ନ୍ଯୁଜ୍)୧୪/୦୫,ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ପାତ୍ରପୁର ଦମକଳ ବାହିନୀ ତରଫରୁ ଷ୍ଟେସନ ଅଫିସର ଗୋବିନ୍ଦ ଚନ୍ଦ୍ର ଜେନାଙ୍କ ତତ୍ତ୍ଵାବଧାନରେ ବିଶୋଧନ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଉଛି। ବୁଧବାର ତୁମ୍ବା ଅଞ୍ଚଳ ର କନ୍ୟା ଆଶ୍ରମ, ମୁଖ୍ୟ ରାସ୍ତା, ବଙ୍ଗଳା ସାହି ଛକ ଭଳି ବିଭିନ୍ନ ସ୍ଥାନମାନଙ୍କରେ ପାତ୍ରପୁର ବି ଡି ଓ, ମେଡିକାଲ୍ ଇନ୍ ଚାର୍ଜଙ୍କ ନିର୍ଦ୍ଦେଶ କ୍ରମେ ବିଶୋଧନ କରାଯାଇଛି ।
ରିପୋର୍ଟ – ସଂଗ୍ରାମ କେଶରୀ ନାୟକ ।

Leave A Reply

Your email address will not be published.