ଏସବିଆଇ ପକ୍ଷରୁ ହାତୀଓଟ ଜରାଶ୍ରମରେ ବସ୍ତ୍ର ଓ ଶୁଖିଲା ଖାଦ୍ଯ ବଣ୍ଟନ। ଜିଲ୍ଲା By PPT NEWS On Jul 1, 2023 0 258 Share ପୋଲସରା,୦୧/୦୭(ପିପିଟି): ପୋଲସରା ବ୍ଲକ୍ ଅନ୍ତର୍ଗତ ହାତୀଓଟ ଜରାଶ୍ରମ ଠାରେ ଷ୍ଟେଟ୍ ବ୍ୟାଙ୍କ୍ ଅଫ ଇଣ୍ଡିଆ ର ପ୍ରତିଷ୍ଠା ଦିବସ ଅବସରରେ ବସ୍ତ୍ର ଓ ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇଛନ୍ତି। 0 258 Share