କୃଷକ ସଙ୍ଗଠନ ପକ୍ଷରୁ ତହସିଲ ଅଫିସ ସମ୍ମୁଖରେ ଧାରଣା। ଜିଲ୍ଲା By PPT NEWS On Jun 5, 2023 0 226 Share ବୋଲଗଡ଼,୦୫/୦୬(ପିପିଟି)ଜୱାଦ କ୍ଷୟକ୍ଷତି ରୁ ସରକାରୀ ସହାୟତା ରୁ ବାଦ୍ ପଡିଥିବା ଚାଷୀ ମାନେ ନବନିର୍ମାଣ କୃଷକ ସଙ୍ଗଠନ ତରଫରୁ ବୋଲଗଡ଼ ତହସିଲ୍ ଅଫିସ ସମ୍ମୁଖରେ ଦେଲେ ଧାରଣା। (ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।) 0 226 Share