ଶନିଶ୍ଚର ଦେବଙ୍କ ୯ମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳନ ।

0 289

ବୋଲଗଡ଼,୦୪/୦୨(ପିପିଟି): ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗୁଆଁ ପଞ୍ଚାୟତର ପୋଡାପାଟଣା ଗ୍ରାମରେ ଶନିଶ୍ଚର ଦେବଙ୍କର ୯ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ପୋଡପାଡଣା ଗ୍ରାମବାସୀ ମାନଙ୍କ ଦ୍ବାରା ଏହା ଆୟୋଜିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବହୁ ଶ୍ରଦ୍ଧାଳୁ ଭକ୍ତ ମାନେ ଯୋଗଦେଇ ଥିଲେ। ତତସହିତ ମୂଖ୍ୟ ଅତିଥି ଭାବରେ ୨୭ନମ୍ବର ଜୋନର ଜିଲ୍ଲା ପରିଷଦ ଅନାଦି ସାହୁ ଯୋଗଦେଇଥିଲେ। ପ୍ରଚାରକ ଆଲୋକ କୁମାର ପାଟ୍ଟଯୋଶି, ଆଚାର୍ଯ୍ୟ ଗୋବିନ୍ଦ ଚନ୍ଦ୍ର ରଥ ଏବଂ କର୍ତା ସନାତନ ଦାଶ, କର୍ତୀ ଉଷାମଣୀ ଦାସ ଓ ଅନ୍ତର୍ଯ୍ୟାମୀ ବେହେରାଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.