ଭୁବନେଶ୍ବର ୦୩/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୩୮ ପଜିଟିଭ ସଂଖ୍ୟା ୧୨,୮୫,୪୮୭ ଚିହ୍ନଟ ହୋଇଛନ୍ତି ୧୨,୭୪,୪୨୬ ଜଣ ସୁସ୍ଥ ହୋଇଥିବା ବେଳେ ୧,୯୨୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୦୮୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୪,୫୩୬ ସୁସ୍ଥ ସଂଖ୍ୟା ୨,୪୨,୬୩୯ ଚିକିତ୍ସିତ ସଂଖ୍ୟା ୧୪୩ ମୃତ ସଂଖ୍ୟା ୧୭୪୫, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୬୫୧, ସୁସ୍ଥ ସଂଖ୍ୟା ୧,୧୨,୬୫୮ ଚିକିତ୍ସିତ ସଂଖ୍ୟା ୮୫, ମୃତ ସଂଖ୍ୟା ୯୦୪, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୬୨୦ ସୁସ୍ଥ ସଂଖ୍ୟା ୩୬,୦୩୯ ଚିକିତ୍ସିତ ସଂଖ୍ୟା ୬୩, ମୃତ ସଂଖ୍ୟା ୫୧୦ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୫୬୫ ସୁସ୍ଥ ସଂଖ୍ୟା ୮୯,୭୭୮ ଚିକିତ୍ସିତ ସଂଖ୍ୟା ୧୧୯ ମୃତ ସଂଖ୍ୟା ୬୬୪ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।