ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୦୮୬।

0 1,198

ଭୁବନେଶ୍ବର ୦୧/୦୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩,୦୮୬ ପଜିଟିଭ ସଂଖ୍ୟା ୧୨,୫୨,୩୨୬ ଚିହ୍ନଟ ହୋଇଛନ୍ତି ୧୨,୦୧,୫୪୬ ଜଣ ସୁସ୍ଥ ହୋଇଥିବା ବେଳେ ୪୨,୦୯୮ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୬୨୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୩୯,୧୦୩ ସୁସ୍ଥ ସଂଖ୍ୟା ୨,୨୫,୫୪୫ ଚିକିତ୍ସିତ ସଂଖ୍ୟା ୧୧,୯୦୬ ମୃତ ସଂଖ୍ୟା ୧୬୪୨ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୧,୫୧୦, ସୁସ୍ଥ ସଂଖ୍ୟା ,୧,୦୭,୬୫୫ ଚିକିତ୍ସିତ ସଂଖ୍ୟା ୨,୯୭୫, ମୃତ ସଂଖ୍ୟା ୮୭୬, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୦୪୪ ସୁସ୍ଥ ସଂଖ୍ୟା ୩୫,୧୨୨ ଚିକିତ୍ସିତ ସଂଖ୍ୟା ୪୫୩ ମୃତ ସଂଖ୍ୟା ୪୯୫, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୭,୩୩୩ ସୁସ୍ଥ ସଂଖ୍ୟା ୮୩,୬୩୦ ଚିକିତ୍ସିତ ସଂଖ୍ୟା ୩,୦୯୫ ମୃତ ସଂଖ୍ୟା ୬୦୪ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.