ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୮୮।

0 1,174

ଭୁବନେଶ୍ବର ୨୪/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୮୮। ପଜିଟିଭ ସଂଖ୍ୟା ୧୦,୪୭,୬୭୪ ଚିହ୍ନଟ ହୋଇଛନ୍ତି ୧୦,୩୭,୦୦୧ ଜଣ ସୁସ୍ଥ ହୋଇଥିବା ବେଳେ ୨,୨୨୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୩୯୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୮,୩୫୫ ସୁସ୍ଥ ସଂଖ୍ୟା ୧,୭୫,୭୪୧ ଚିକିତ୍ସିତ ସଂଖ୍ୟା ୧,୦୨୭, ମୃତ ସଂଖ୍ୟା ୧୫୭୬ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୫,୧୨୩, ସୁସ୍ଥ ସଂଖ୍ୟା ୯୪,୧୦୯ ଚିକିତ୍ସିତ ସଂଖ୍ୟା ୧୫୫, ମୃତ ସଂଖ୍ୟା ୮୫୫, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୯୦୨ ସୁସ୍ଥ ସଂଖ୍ୟା ୩୩,୩୯୫ ଚିକିତ୍ସିତ ସଂଖ୍ୟା ୧୮ ମୃତ ସଂଖ୍ୟା ୪୮୧, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୨,୦୬୭ ସୁସ୍ଥ ସଂଖ୍ୟା ୬୧,୩୪୪ ଚିକିତ୍ସିତ ସଂଖ୍ୟା ୧୨୮, ମୃତ ସଂଖ୍ୟା ୫୯୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.