ଚିକିଟି ଏନ୍ଏସି ୱାର୍ଡ ସଂରକ୍ଷଣ ତାଲିକା ପ୍ରକାଶ।

0 3,472

ବ୍ରହ୍ମପୁର,୧୦/୧୧(ପିପିଟି): ଆଗମୀ ପୌର ନିର୍ବାଚନ ପାଇଁ ୱାର୍ଡ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ଚିକିଟି ଏନ୍ଏସିର ୱାର୍ଡ ନମ୍ବର ୧ ଅଣ ସଂରକ୍ଷିତ, ୱାର୍ଡ ନମ୍ବର ୨ ଅଣ ସଂରକ୍ଷିତ,ୱାର୍ଡ ନମ୍ବର ୩ ଅଣ ସଂରକ୍ଷିତ,ୱାର୍ଡ ନମ୍ବର ୪ ଅନୁସୂଚିତ ଜାତି ମହିଳା, ୱାର୍ଡ ନମ୍ବର ୫ ଅନୁସୂଚିତ ଜାତି, ୱାର୍ଡ ନମ୍ବର ୬ ମହିଳା , ୱାର୍ଡ ନମ୍ବର ୭ ଅନୁସୂଚିତ ଜାତି ମହିଳା , ୱାର୍ଡ ନମ୍ବର ୮ ମହିଳା,ୱାର୍ଡ ନମ୍ବର ୯ ଅନୁସୂଚିତ ଜନଜାତି ମହିଳା , ୱାର୍ଡ ନମ୍ବର ୧୦ ପଛୁଆ ବର୍ଗ , ୱାର୍ଡ ନମ୍ବର ୧୧ ପଛୁଆ ବର୍ଗ ମହିଳା , ୱାର୍ଡ ନମ୍ବର ୧୨ ଅଣ ସଂରକ୍ଷିତ ରହିଛି ।

(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.