ଭୁବନେଶ୍ବର ୧୫/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୪୬୭। ପଜିଟିଭ ସଂଖ୍ୟା ୧୦,୩୪,୨୭୬ ଚିହ୍ନଟ ହୋଇଛନ୍ତି ୧୦,୨୦,୬୪୫ ଜଣ ସୁସ୍ଥ ହୋଇଥିବା ବେଳେ ୫,୨୯୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୨୭୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୧,୭୯୯ ସୁସ୍ଥ ସଂଖ୍ୟା ୧,୬୭,୬୨୫ ଚିକିତ୍ସିତ ସଂଖ୍ୟା ୨,୬୩୭, ମୃତ ସଂଖ୍ୟା ୧୫୨୭ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୩,୯୭୩, ସୁସ୍ଥ ସଂଖ୍ୟା ୯୨,୫୫୬ ଚିକିତ୍ସିତ ସଂଖ୍ୟା ୫୬୫, ମୃତ ସଂଖ୍ୟା ୮୪୮, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୮୦୯ ସୁସ୍ଥ ସଂଖ୍ୟା ୩୩,୨୯୧ ଚିକିତ୍ସିତ ସଂଖ୍ୟା ୩୩ ମୃତ ସଂଖ୍ୟା ୪୭୭, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୬୯୨ ସୁସ୍ଥ ସଂଖ୍ୟା ୬୦,୯୯୩ ଚିକିତ୍ସିତ ସଂଖ୍ୟା ୧୧୦ ,ମୃତ ସଂଖ୍ୟା ୫୮୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।