ମୃତକଙ୍କ ପରିବାରକୁ ବିଧାୟକଙ୍କ ଆର୍ଥିକ ସହାୟତା।

0 423

ବୁଗୁଡା,୩୦/୦୯(ପିପିଟି): ବୁଗୁଡା ବ୍ଲକ ଅନ୍ତର୍ଗତ ଭଗବାନପୁର ଗ୍ରାମର ଚିତ୍ରସେନ ସାହୁ ବଜ୍ରପାତରେ ମୃତ୍ୟୁ ବରଣ କରିଛନ୍ତି। ବିଧାୟକ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇ ଆର୍ଥିକ ସହାୟତା ପ୍ରଦାନ କରିବା ସହ ଓଡ଼ିଶା ସରକାର ଘୋଷଣା କରିଥିବା ଚାରିଲକ୍ଷ ଟଙ୍କା ସହାୟତା ରାଶି ଶୀଘ୍ର ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି।

Leave A Reply

Your email address will not be published.