ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୭୭୧।

0 1,266

ଭୁବନେଶ୍ବର ୦୯/୦୮(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୭୭୧ । ପଜିଟିଭ ସଂଖ୍ୟା ୧୦,୧୪,୩୩୯ ଚିହ୍ନଟ ହୋଇଛନ୍ତି ୯,୯୯,୧୬୫ ଜଣ ସୁସ୍ଥ ହୋଇଥିବା ବେଳେ ୭,୦୪୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୦୭୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୬୨,୯୬୫ ସୁସ୍ଥ ସଂଖ୍ୟା ୧,୫୮,୭୪୪ ଚିକିତ୍ସିତ ସଂଖ୍ୟା ୨,୭୩୭, ମୃତ ସଂଖ୍ୟା ୧୪୭୪ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୧,୪୯୯, ସୁସ୍ଥ ସଂଖ୍ୟା ୮୯,୭୪୩ ଚିକିତ୍ସିତ ସଂଖ୍ୟା ୯୩୯, ମୃତ ସଂଖ୍ୟା ୮୧୩, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୬୬୧ ସୁସ୍ଥ ସଂଖ୍ୟା ୩୩,୧୪୩ ଚିକିତ୍ସିତ ସଂଖ୍ୟା ୩୭ ମୃତ ସଂଖ୍ୟା ୪୭୩, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୩୨୫ ସୁସ୍ଥ ସଂଖ୍ୟା ୬୦,୫୭୬ ଚିକିତ୍ସିତ ସଂଖ୍ୟା ୧୭୩ ,ମୃତ ସଂଖ୍ୟା ୫୭୨, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୬୨୨ ସୁସ୍ଥ ସଂଖ୍ୟା ୧୧,୫୪୪ ଚିକିତ୍ସିତ ସଂଖ୍ୟା ୩୦ ,ମୃତ ସଂଖ୍ୟା ୪୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.