ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୯୮୬।

0 1,353

ଭୁବନେଶ୍ବର ୨୦/୦୮(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୯୮୬ । ପଜିଟିଭ ସଂଖ୍ୟା ୯,୯୯,୧୭୪ ଚିହ୍ନଟ ହୋଇଛନ୍ତି ୯,୮୨,୩୧୯ ଜଣ ସୁସ୍ଥ ହୋଇଥିବା ବେଳେ ୯,୫୭୮ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୭୨୨୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୫୭,୩୦୫ ସୁସ୍ଥ ସଂଖ୍ୟା ୧,୫୧,୧୯୩ ଚିକିତ୍ସିତ ସଂଖ୍ୟା ୩,୬୯୫, ମୃତ ସଂଖ୍ୟା ୧୪୦୭ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୯,୫୫୪ ସୁସ୍ଥ ସଂଖ୍ୟା ୮୭,୬୩୯ ଚିକିତ୍ସିତ ସଂଖ୍ୟା ୧,୩୩୩, ମୃତ ସଂଖ୍ୟା ୫୭୮, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୫୪୪ ସୁସ୍ଥ ସଂଖ୍ୟା ୩୩,୦୫୩ ଚିକିତ୍ସିତ ସଂଖ୍ୟା ୪୫, ମୃତ ସଂଖ୍ୟା ୪୬୭, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୦୨୬ ସୁସ୍ଥ ସଂଖ୍ୟା ୬୦,୩୨୯ ଚିକିତ୍ସିତ ସଂଖ୍ୟା ୧୨୩ ,ମୃତ ସଂଖ୍ୟା ୫୭୦, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୫୬୫ ସୁସ୍ଥ ସଂଖ୍ୟା ୧୧,୪୭୬ ଚିକିତ୍ସିତ ସଂଖ୍ୟା ୪୧ ,ମୃତ ସଂଖ୍ୟା ୪୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.