ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୫୫୮।

0 1,338

ଭୁବନେଶ୍ବର ୩୦/୦୭(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୫୫୮ । ପଜିଟିଭ ସଂଖ୍ୟା ୯,୭୫,୬୯୦ ଚିହ୍ନଟ ହୋଇଛନ୍ତି ୯,୫୩,୦୮୮ ଜଣ ସୁସ୍ଥ ହୋଇଥିବା ବେଳେ ୧୬,୭୧୫ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୫୮୩୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୪୯,୪୧୭ ସୁସ୍ଥ ସଂଖ୍ୟା ୧,୪୩,୬୦୮ ଚିକିତ୍ସିତ ସଂଖ୍ୟା ୪,୬୬୧, ମୃତ ସଂଖ୍ୟା ୧୧୩୮ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୬,୩୯୪ ସୁସ୍ଥ ସଂଖ୍ୟା ୮୩,୮୬୪ ଚିକିତ୍ସିତ ସଂଖ୍ୟା ୨,୧୯୧, ମୃତ ସଂଖ୍ୟା ୩୩୫, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୪୧୬ ସୁସ୍ଥ ସଂଖ୍ୟା ୩୨,୮୮୯ ଚିକିତ୍ସିତ ସଂଖ୍ୟା ୮୪, ମୃତ ସଂଖ୍ୟା ୪୩୫, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୦,୭୦୯ ସୁସ୍ଥ ସଂଖ୍ୟା ୫୯,୭୯୨ ଚିକିତ୍ସିତ ସଂଖ୍ୟା ୩୯୩ ,ମୃତ ସଂଖ୍ୟା ୫୨୦,ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୪୫୪ ସୁସ୍ଥ ସଂଖ୍ୟା ୧୧,୩୨୪ ଚିକିତ୍ସିତ ସଂଖ୍ୟା ୮୨ ,ମୃତ ସଂଖ୍ୟା ୪୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.