ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୨୫୨୩ ।

0 1,229

ଭୁବନେଶ୍ବର ୨୧/୦୫(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୨୫୨୩। ପଜିଟିଭ ସଂଖ୍ୟା ୬,୬୮,୪୨୨ ଚିହ୍ନଟ ହୋଇଛନ୍ତି ୫,୫୬,୬୦୧ ଜଣ ସୁସ୍ଥ ହୋଇଥିବା ବେଳେ ୧,୦୯,୪୩୮ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୪୩୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୦୨,୨୪୮ ସୁସ୍ଥ ସଂଖ୍ୟା ୮୬,୦୯୧ ଚିକିତ୍ସିତ ସଂଖ୍ୟା ୧୫,୭୨୩, ମୃତ ସଂଖ୍ୟା ୪୨୪ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୨,୯୮୯ ସୁସ୍ଥ ସଂଖ୍ୟା ୪୩,୪୨୩ ଚିକିତ୍ସିତ ସଂଖ୍ୟା ୯୪୧୦, ମୃତ ସଂଖ୍ୟା ୧୫୩, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୯,୬୨୧, ସୁସ୍ଥ ସଂଖ୍ୟା ୨୭,୩୮୦ ଚିକିତ୍ସିତ ସଂଖ୍ୟା ୨୯୬୪, ମୃତ ସଂଖ୍ୟା ୨୬୯, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୮,୯୫୭ ସୁସ୍ଥ ସଂଖ୍ୟା ୩୯,୯୭୫ ଚିକିତ୍ସିତ ସଂଖ୍ୟା ୮୭୪୨ ,ମୃତ ସଂଖ୍ୟା ୨୩୬ , ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭,୧୮୮ ସୁସ୍ଥ ସଂଖ୍ୟା ୬,୨୮୨ ଚିକିତ୍ସିତ ସଂଖ୍ୟା ୮୭୪ ,ମୃତ ସଂଖ୍ୟା ୨୯ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.