ଭୁବନେଶ୍ବର ୦୮/୦୫(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୧୮୦୭। ପଜିଟିଭ ସଂଖ୍ୟା ୫,୧୪,୨୦୭ ଚିହ୍ନଟ ହୋଇଛନ୍ତି ୪,୩୧,୬୫୮ ଜଣ ସୁସ୍ଥ ହୋଇଥିବା ବେଳେ ୯୦,୩୩୫ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୧୬୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୨,୧୪୯ ସୁସ୍ଥ ସଂଖ୍ୟା ୬୭,୭୭୦ ଚିକିତ୍ସିତ ସଂଖ୍ୟା ୧୩,୯୮୬, ମୃତ ସଂଖ୍ୟା ୩୮୩ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୧,୩୭୮ ସୁସ୍ଥ ସଂଖ୍ୟା ୩୪,୦୩୮ ଚିକିତ୍ସିତ ସଂଖ୍ୟା ୭୧୮୬, ମୃତ ସଂଖ୍ୟା ୧୫୦, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୬,୨୬୬, ସୁସ୍ଥ ସଂଖ୍ୟା ୨୪,୨୦୯ ଚିକିତ୍ସିତ ସଂଖ୍ୟା ୧୭୮୬ ମୃତ ସଂଖ୍ୟା ୨୬୩, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୭,୬୫୦ ସୁସ୍ଥ ସଂଖ୍ୟା ୨୬,୮୪୫ ଚିକିତ୍ସିତ ସଂଖ୍ୟା ୧୦୫୯୪ ମୃତ ସଂଖ୍ୟା ୨୦୭ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।