୪ ବ୍ୟାଙ୍କ କର୍ମଚାରୀ ପୋଜିଟିଭ,୪ ଦିନ ବିରମହାରାଜପୁର ଏସବିଆଇ ଶାଖା ରହିବ ବନ୍ଦ ।

0 212

ସୁବର୍ଣ୍ଣପୁର ,୦୭/୦୫(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ବିରମହରାଜପୁର ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାର ଚାରି ଜଣ କର୍ମଚାରୀ କୋଭିଡ ପୋଜିଟିଭ ଚିହ୍ନଟ ହେବା ପରେ ଗତ ବୁଧବାର ଠାରୁ ଚାରି ଦିନ ପାଇଁ ଶାଖାକୁ ବନ୍ଦ କରାଯାଇଥିବା ଭାରପ୍ରାପ୍ତ ଶାଖା ପରିଚାଳକ ରାମପ୍ରସାଦ ସାହୁ ସୂଚନା ଦେଇଛନ୍ତି । ଅଗ୍ନିଶମ ବାହିନୀ ଦ୍ୱରା ବିଶୋଧନ ପରେ ଶନିବାର ଏବଂ ରବିବାର ଛୁଟି ଥିବାରୁ ସୋମବାର ଦିନ ଠାରୁ ବ୍ୟାଙ୍କ କାର୍ଯ୍ୟ ଆରମ୍ଭ କରାଯିବ ବୋଲି କର୍ତ୍ତୃପକ୍ଷ ଜଣାଇଛନ୍ତି ।

(ରିପୋର୍ଟ- ଶାନ୍ତୁନୁ କୁମାର କର୍ଣ୍ଣ। )

Leave A Reply

Your email address will not be published.