ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୦୫୨୧।

0 1,406

ଭୁବନେଶ୍ବର ୦୬/୦୫(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୦୫୨୧। ପଜିଟିଭ ସଂଖ୍ୟା ୫,୦୦,୧୬୨ ଚିହ୍ନଟ ହୋଇଛନ୍ତି ୪,୧୬,୪୦୩ ଜଣ ସୁସ୍ଥ ହୋଇଥିବା ବେଳେ ୮୧,୫୮୫ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୧୨୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭୮,୮୧୧ ସୁସ୍ଥ ସଂଖ୍ୟା ୬୪,୮୫୪ ଚିକିତ୍ସିତ ସଂଖ୍ୟା ୧୩,୫୬୯, ମୃତ ସଂଖ୍ୟା ୩୭୮ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୯,୪୧୦ ସୁସ୍ଥ ସଂଖ୍ୟା ୩୩,୩୫୮ ଚିକିତ୍ସିତ ସଂଖ୍ୟା ୫୯୦୧, ମୃତ ସଂଖ୍ୟା ୧୪୭, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୫,୬୧୩, ସୁସ୍ଥ ସଂଖ୍ୟା ୨୩,୭୧୩ ଚିକିତ୍ସିତ ସଂଖ୍ୟା ୧୬୩୨ ମୃତ ସଂଖ୍ୟା ୨୬୦, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୬୫୫ ସୁସ୍ଥ ସଂଖ୍ୟା ୨୫,୫୪୪ ଚିକିତ୍ସିତ ସଂଖ୍ୟା ୭୯୦୬ ମୃତ ସଂଖ୍ୟା ୨୦୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.