ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୦୪୧୩।

0 1,239

ଭୁବନେଶ୍ବର ୧/୦୪(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୦୪୧୩। ପଜିଟିଭ ସଂଖ୍ୟା ୪,୫୪,୬୦୭ ଚିହ୍ନଟ ହୋଇଛନ୍ତି ୩,୮୫,୪୧୪ ଜଣ ସୁସ୍ଥ ହୋଇଥିବା ବେଳେ ୬୭,୦୮୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୦୫୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭୨,୧୯୯ ସୁସ୍ଥ ସଂଖ୍ୟା ୫୯,୭୧୫ ଚିକିତ୍ସିତ ସଂଖ୍ୟା ୧୨,୧୧୨, ମୃତ ସଂଖ୍ୟା ୩୬୨, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୧୪୧ ସୁସ୍ଥ ସଂଖ୍ୟା ୩୧,୪୪୮ ଚିକିତ୍ସିତ ସଂଖ୍ୟା ୪୫୪୩, ମୃତ ସଂଖ୍ୟା ୧୪୬, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୪,୬୦୭, ସୁସ୍ଥ ସଂଖ୍ୟା ୨୨,୮୫୦ ଚିକିତ୍ସିତ ସଂଖ୍ୟା ୧୪୯୦ ମୃତ ସଂଖ୍ୟା ୨୫୯, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୯,୩୬୯ ସୁସ୍ଥ ସଂଖ୍ୟା ୨୨,୪୩୬, ଚିକିତ୍ସିତ ସଂଖ୍ୟା ୬୭୩୭, ମୃତ ସଂଖ୍ୟା ୧୯୨ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.