ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୬୦୭୩।

0 1,047

ଭୁବନେଶ୍ବର ୨୭/୦୪(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୬୦୭୩। ପଜିଟିଭ ସଂଖ୍ୟା ୪,୨୦,୧୨୯ ଚିହ୍ନଟ ହୋଇଛନ୍ତି ୩,୬୭,୧୧୧ ଜଣ ସୁସ୍ଥ ହୋଇଥିବା ବେଳେ ୫୦,୯୫୮ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୦୦୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୬,୨୩୬ ସୁସ୍ଥ ସଂଖ୍ୟା ୫୬,୯୦୨ ଚିକିତ୍ସିତ ସଂଖ୍ୟା ୮୯୭୩, ମୃତ ସଂଖ୍ୟା ୩୫୧, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୭୩୦ ସୁସ୍ଥ ସଂଖ୍ୟା ୩୦,୫୩୯ ଚିକିତ୍ସିତ ସଂଖ୍ୟା ୩୦୪୨, ମୃତ ସଂଖ୍ୟା ୧୪୫, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୩,୮୪୦, ସୁସ୍ଥ ସଂଖ୍ୟା ୨୨,୪୪୪ ଚିକିତ୍ସିତ ସଂଖ୍ୟା ୧୧୩୧ ମୃତ ସଂଖ୍ୟା ୨୫୭, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୬,୧୧୭ ସୁସ୍ଥ ସଂଖ୍ୟା ୨୦,୧୯୩, ଚିକିତ୍ସିତ ସଂଖ୍ୟା ୫୭୩୫, ମୃତ ସଂଖ୍ୟା ୧୮୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.