ତାଳେଶ୍ୱର ଛକରେ ପଣା ବଣ୍ଟନ ।

0 358

କୋଦଳା,୧୪/୦୪(ପିପିଟି); ପବିତ୍ର ପଣା ସଂକ୍ରାନ୍ତି ଅବସରରେ କୋଦଳା ତାଳେଶ୍ୱର ଅଟୋ ସଙ୍ଘ ଏବଂ ସ୍ଥାନୀୟ ଯୁବକ ମାନଙ୍କ ଦ୍ୱାରା ପଣା ବଣ୍ଟନ କରାଯାଇଛି । କୋଭିଡ ନିୟମକୁ ପାଳନ କରି ଯୁବକ ମାନେ ମାସ୍କ ପରିଧାନ କରି ପଥଚାରିଙ୍କୁ ଛେନା ମିଶ୍ରିତ ଥଣ୍ଡାପଣା ପ୍ରଦାନ କରିଛନ୍ତି । ସମସ୍ତ ମୋଟର ସାଇକଲ, ଅଟୋ ପ୍ରଭୃତି ଗାଡି ଅଟକାଇ ସେମାନଙ୍କ ନିକଟକୁ ଯାଇ ପଣା ପ୍ରଦାନ କରୁଥିବା ଦେଖିବାକୁ ମିଳିଛି । ଦୀର୍ଘ ଏକ ମାସ ଧରି ପ୍ରତ୍ୟକ ଦିନ ଚଲ୍ହା ଓ ପାନୀୟ ଜଳ ପ୍ରଦାନ କରାଯାଉଥିଲା ।

(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )

Leave A Reply

Your email address will not be published.