ଭୁବନେଶ୍ବର ୧୪/୦୪(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୨୬୭। କରୋନା ପଜିଟିଭ ସଂଖ୍ୟା ୩,୫୫,୩୫୩ଚିହ୍ନଟ ହୋଇଛନ୍ତି ୩,୪୧,୧୨୩ଜଣ ସୁସ୍ଥ ହୋଇଥିବା ବେଳେ ୧୨,୨୪୪ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧୯୩୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୫,୪୦୯ ସୁସ୍ଥ ସଂଖ୍ୟା ୫୩,୭୫୭ ଚିକିତ୍ସିତ ସଂଖ୍ୟା ୧୭୪୭, ମୃତ ସଂଖ୍ୟା ୩୪୧, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୦,୧୮୨ ସୁସ୍ଥ ସଂଖ୍ୟା ୨୯,୪୭୭ଚିକିତ୍ସିତ ସଂଖ୍ୟା ୫୫୯, ମୃତ ସଂଖ୍ୟା ୧୪୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୨,୩୨୧, ସୁସ୍ଥ ସଂଖ୍ୟା ୨୧,୮୧୮ ଚିକିତ୍ସିତ ସଂଖ୍ୟା ୨୪୫ ମୃତ ସଂଖ୍ୟା ୨୫୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।