ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୪୦୯୧୭ମୃତ୍ୟୁ ସଂଖ୍ୟା ୧,୯୨୧ ।

0 1,591

ଭୁବନେଶ୍ବର ୩୧/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୯୭। କରୋନା ପଜିଟିଭ ସଂଖ୍ୟା ୩,୪୦୯୧୭ ଚିହ୍ନଟ ହୋଇଛନ୍ତି ୩,୩୬,୯୩୦ଜଣ ସୁସ୍ଥ ହୋଇଥିବା ବେଳେ ୨୦୧୩ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୯୨୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୩,୭୪୨,ସୁସ୍ଥ ସଂଖ୍ୟା ୫୩,୦୬୨ ଚିକିତ୍ସିତ ସଂଖ୍ୟା ୩୩୦, ମୃତ ସଂଖ୍ୟା ୩୪୦, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୯,୫୨୭ ସୁସ୍ଥ ସଂଖ୍ୟା ୨୯,୧୮୪ ଚିକିତ୍ସିତ ସଂଖ୍ୟା ୧୯୭, ମୃତ ସଂଖ୍ୟା ୧୪୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୯୬୭, ସୁସ୍ଥ ସଂଖ୍ୟା ୨୧,୬୮୮, ଚିକିତ୍ସିତ ସଂଖ୍ୟା ୨୩, ମୃତ ସଂଖ୍ୟା ୨୪୮ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.