ଦିଗପହଣ୍ଡି ଓ ସାନଖେମୁଣ୍ଡିରେ ଶାନ୍ତି ପୂର୍ଣ୍ଣ ଭାବେ ଭାରତ ବନ୍ଦ ପାଳନ; ଗାଡ଼ି ଚଳାଚଳ ସ୍ବାଭାବିକ ।

0 579

ସାନଖେମୁଣ୍ଡି,୨୬/୦୩(ପିପିଟି); ଆଜି କୃଷକ ମାନଙ୍କ ବିଭିନ୍ନ ଦାବିକୁ ନେଇ ସଙ୍ଗଠନ ତରଫରୁ ଭାରତ ବନ୍ଦ ର ଡାକରା ଦିଆଯାଇଥିଲା । ଭାରତ ବନ୍ଦ କୁ ବିଭିନ୍ନ ଦଳ ସମର୍ଥନ ଜଣାଇ ଆନ୍ଦୋଳନରେ ସାମିଲ ହୋଇଥିଲେ । କାଁ ଭାଁ ଦୋକାନ ଖୋଲା ଯାଇଥିବା ବେଳେ ଯାତ୍ରୀ ବାହି ବସ୍,ଟ୍ରକ ସମୂର୍ଣ୍ଣ ଭାବେ ବନ୍ଦ ରହିଥିଲା । ମୋଟର ସାଇକେଲ, ଟେମ୍ପୁ, କାର ଚଳାଚଳ ସ୍ଵାଭାବିକ ରହିଥିଲା । ସକାଳ ୬ ଘଣ୍ଟ ସମୟରୁ ସନ୍ଧ୍ଯା ୬ ଘଣ୍ଟ ସମୟ ଅର୍ଥାତ୍ ୧୨ ଘଣ୍ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଭାରତ ବନ୍ଦ ହୋଇଥିଲା ।

(ରିପୋର୍ଟ- ଆରତ କୁମାର ହୋତା ।)

Leave A Reply

Your email address will not be published.