ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୩୮,୪୦୫,ମୃତ୍ୟୁ ସଂଖ୍ୟା ୧,୯୧୮ ।

0 1,383

ଭୁବନେଶ୍ବର,୧୭/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୬୬ । କରୋନା ପଜିଟିଭ ସଂଖ୍ୟା ୩,୩୮,୩୨୩ ଚିହ୍ନଟ ହୋଇଛନ୍ତି ୩,୩୫,୭୯୬ ଜଣ ସୁସ୍ଥ ହୋଇଥିବା ବେଳେ ୬୩୮ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୯୧୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୩,୩୪୪ସୁସ୍ଥ ସଂଖ୍ୟା ୫୨,୯୩୯ ଚିକିତ୍ସିତ ସଂଖ୍ୟା ୫୬, ମୃତ ସଂଖ୍ୟା ୩୩୯, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୯,୨୫୦, ସୁସ୍ଥ ସଂଖ୍ୟା ୨୯,୦୩୬, ଚିକିତ୍ସିତ ସଂଖ୍ୟା ୬୮, ମୃତ ସଂଖ୍ୟା ୧୪୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୯୧୭, ସୁସ୍ଥ ସଂଖ୍ୟା ୨୧,୬୪୭, ଚିକିତ୍ସିତ ସଂଖ୍ୟା ୧୪, ମୃତ ସଂଖ୍ୟା ୨୪୮ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.