ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୩୮,୧୯୨,ମୃତ୍ୟୁ ସଂଖ୍ୟା ୧,୯୧୮ ।

0 1,481

ଭୁବନେଶ୍ବର,୧୪/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୭୧ । କରୋନା ପଜିଟିଭ ସଂଖ୍ୟା ୩,୩୮,୧୯୨ ଚିହ୍ନଟ ହୋଇଛନ୍ତି ୩,୩୫,୫୬୯ ଜଣ ସୁସ୍ଥ ହୋଇଥିବା ବେଳେ ୬୫୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୯୧୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୩,୩୨୧,ସୁସ୍ଥ ସଂଖ୍ୟା ୫୨,୯୦୭, ଚିକିତ୍ସିତ ସଂଖ୍ୟା ୬୫, ମୃତ ସଂଖ୍ୟା ୩୩୯, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୯,୨୩୫, ସୁସ୍ଥ ସଂଖ୍ୟା ୨୯,୦୨୯, ଚିକିତ୍ସିତ ସଂଖ୍ୟା ୬୦, ମୃତ ସଂଖ୍ୟା ୧୪୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୯୦୯, ସୁସ୍ଥ ସଂଖ୍ୟା ୨୧,୬୪୫, ଚିକିତ୍ସିତ ସଂଖ୍ୟା ୦୮, ମୃତ ସଂଖ୍ୟା ୨୪୮ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.