ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୩୮,୧୨୧,ମୃତ୍ୟୁ ସଂଖ୍ୟା ୧,୯୧୮ ।

0 1,460

ଭୁବନେଶ୍ବର,୧୩/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୬୫ । କରୋନା ପଜିଟିଭ ସଂଖ୍ୟା ୩,୩୮,୧୨୧ ଚିହ୍ନଟ ହୋଇଛନ୍ତି ୩,୩୫,୪୯୯ ଜଣ ସୁସ୍ଥ ହୋଇଥିବା ବେଳେ ୬୫୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୯୧୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୩,୩୧୦,ସୁସ୍ଥ ସଂଖ୍ୟା ୫୨,୯୦୩, ଚିକିତ୍ସିତ ସଂଖ୍ୟା ୫୮, ମୃତ ସଂଖ୍ୟା ୩୩୯, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୯,୨୩୪, ସୁସ୍ଥ ସଂଖ୍ୟା ୨୯,୦୨୬, ଚିକିତ୍ସିତ ସଂଖ୍ୟା ୬୨, ମୃତ ସଂଖ୍ୟା ୧୪୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୯୦୩, ସୁସ୍ଥ ସଂଖ୍ୟା ୨୧,୬୪୫, ଚିକିତ୍ସିତ ସଂଖ୍ୟା ୦୨, ମୃତ ସଂଖ୍ୟା ୨୪୮ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.