କୋସଳାଶୁଣୀ ଜଙ୍ଗଲରେ ନିଆଁ।

0 419

ବୋଲଗଡ,୧୩/୦୩(ପିପିଟି): ଆଜି ଖୋର୍ଦ୍ଧା ରେଞ୍ଜ ବୋଲଗଡ ବନପାଳ କାର୍ଯ୍ୟାଳୟ ଅଧୀନରେ ଥିବା କୋସଳାଶୁଣୀ ଜଙ୍ଗଲରେ ଶୁକ୍ରବାର ସଂଧ୍ୟା ଆଠଟାରେ କେହି ଦୃର୍ବୃତ୍ତ ନିଆଁ ଲଗେଥିଲେ ଏହି ନିଆଁ ଲାଗିବା ଫଳରେ ପ୍ରାୟ ଦୁଇ ଏକର ଜଙ୍ଗଲ ଅଂଚଳ ପୋଡ଼ିଯାଇଥିଲା ବେଳେ ଖବର ପାଇ ବୋଲଗଡ ବନ କର୍ମଚାରୀ ଏବଂ ଦମକଳ ବାହିନୀ ପହଁଚି ନିଆଁ କୁ ବହୁ କଷ୍ଟରେ ଆୟତ୍ତ କରିଥିଲେ। ଫଳରେ ଏହି ଶାଳ ଜଙ୍ଗଲଟି ରକ୍ଷା ପାଇଯାଇଛି ।
(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ। )

Leave A Reply

Your email address will not be published.