ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୩୭,୯୨୯,ମୃତ୍ୟୁ ସଂଖ୍ୟା ୧,୯୧୭ ।

0 1,661

ଭୁବନେଶ୍ବର,୧୦/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୬୯ । ବର୍ତ୍ତମାନ ସୁଦ୍ଧା ୮୫,୩୫,୬୫୭ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୩୭,୯୨୯ଚିହ୍ନଟ ହୋଇଛନ୍ତି ୩,୩୫,୨୫୦ ଜଣ ସୁସ୍ଥ ହୋଇଥିବା ବେଳେ ୭୦୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୯୧୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୩,୨୯୨,ସୁସ୍ଥ ସଂଖ୍ୟା ୫୨,୮୭୬, ଚିକିତ୍ସିତ ସଂଖ୍ୟା ୬୮, ମୃତ ସଂଖ୍ୟା ୩୩୮, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୯,୨୦୩, ସୁସ୍ଥ ସଂଖ୍ୟା ୨୯,୦୦୫, ଚିକିତ୍ସିତ ସଂଖ୍ୟା ୫୨, ମୃତ ସଂଖ୍ୟା ୧୪୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୯୦୧, ସୁସ୍ଥ ସଂଖ୍ୟା ୨୧,୬୪୨, ଚିକିତ୍ସିତ ସଂଖ୍ୟା ୦୩, ମୃତ ସଂଖ୍ୟା ୨୪୮, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ରାଜ୍ୟରେ ନୂତନ ଆକ୍ରାନ୍ତ ୬୯ ଜଣଙ୍କ ମଧ୍ୟରୁ ୪୧ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୨୮ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.