ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୩୪,୮୫୦, ମୃତ୍ୟୁ ସଂଖ୍ୟା ୧,୯୦୬ ।

0 1,646

ଭୁବନେଶ୍ବର,୨୯/୦୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୭୦ । ବର୍ତ୍ତମାନ ସୁଦ୍ଧା ୭୬,୬୦,୫୬୩ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୩୪,୮୫୦ ଚିହ୍ନଟ ହୋଇଛନ୍ତି ୩,୩୧,୬୬୭ ଜଣ ସୁସ୍ଥ ହୋଇଥିବା ବେଳେ ୧,୨୨୪ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୯୦୬ ଜଣଙ୍କର `ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୩,୦୧୪,ସୁସ୍ଥ ସଂଖ୍ୟା ୫୨,୬୨୩, ଚିକିତ୍ସିତ ସଂଖ୍ୟା ୫୬, ମୃତ ସଂଖ୍ୟା ୩୩୫, କଟକ ଜିଲାରେ ଆକ୍ରାନ୍ତ ସଂଖ୍ୟା ୨୯,୦୧୨, ସୁସ୍ଥ ସଂଖ୍ୟା ୨୮,୭୬୯, ଚିକିତ୍ସିତ ସଂଖ୍ୟା ୯୮, ମୃତ ସଂଖ୍ୟା ୧୪୧, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୮୬୮, ସୁସ୍ଥ ସଂଖ୍ୟା ୨୧,୬୦୨, ଚିକିତ୍ସିତ ସଂଖ୍ୟା ୧୦, ମୃତ ସଂଖ୍ୟା ୨୪୮, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ରାଜ୍ୟରେ ନୂତନ ଆକ୍ରାନ୍ତ ୭୦ ଜଣଙ୍କ ମଧ୍ୟରୁ ୪୨ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୨୮ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.