ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୧୩ ।

0 1,028

ଭୁବନେଶ୍ବର,ତା-୧୩/୦୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୨,୫୪୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୨୮,୪୫୨, ଚିକିତ୍ସିତ ସଂଖ୍ୟା ୨,୧୪୧ ମୃତ ସଂଖ୍ୟା ୧,୮୯୫ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୩ ସହିତ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୨,୮୯୭, ସୁସ୍ଥ ସଂଖ୍ୟା ୫୨,୪୩୦,ଚିକିତ୍ସିତ ସଂଖ୍ୟା ୧୨୬ ଏବଂ ମୃତ ସଂଖ୍ୟା ୩୩୧ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୧୦ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୩ ବୋଲି ଜଣାପଡିଛି ।

Leave A Reply

Your email address will not be published.