କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୧୪ ।

0 1,055

କଟକ,ତା-୧୩/୦୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୨,୫୪୧ ରେ ପହଞ୍ଚିଦଛି, ସୁସ୍ଥ ସଂଖ୍ୟା ୩,୨୮,୪୫୨, ଚିକିତ୍ସିତ ସଂଖ୍ୟା ୨,୧୪୧, ମୃତ ସଂଖ୍ୟା ୧,୮୯୫ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୪ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୮,୮୭୮, ସୁସ୍ଥ ସଂଖ୍ୟା ୨୮,୬୧୪,ଚିକିତ୍ସିତ ସଂଖ୍ୟା ୧୨୦, ମୃତ ସଂଖ୍ୟା ୧୪୦ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୧୦ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୪ ବୋଲି ଜଣାପଡିଛି ।

Leave A Reply

Your email address will not be published.