ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୩୨,୫୪୧, ମୃତ୍ୟୁ ସଂଖ୍ୟା ୧,୮୯୫ ।

0 1,095

ଭୁବନେଶ୍ବର,୧୩/୦୧(ପିପିଟି);ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୧୦ । ବର୍ତ୍ତମାନ ସୁଦ୍ଧା ୭୨,୬୧,୯୦୦ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୩୨,୫୪୧ ଚିହ୍ନଟ ହୋଇଛନ୍ତି ୩,୨୮,୪୫୨ ଜଣ ସୁସ୍ଥ ହୋଇଥିବା ବେଳେ ୨,୧୪୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୮୯୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୨୧୦ ଜଣଙ୍କ ମଧ୍ୟରୁ ୧୨୨ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୮୮ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.