ହାତୀ ଆକ୍ରମଣରେ ଆହତ ବ୍ଯକ୍ତିଙ୍କୁ ପୋଲସରା ବିଧାୟକ ସହାୟତା ପ୍ରଦାନ କଲେ।

0 659

ବ୍ରହ୍ମପୁର,୦୯/୦୧(ପିପିଟି); ବୁଗୁଡା ବ୍ଲକ ଅନ୍ତର୍ଗତ ରାମପାଦ ଆଶ୍ରମର ଚୈତନ୍ୟ ମହାରାଜ ହାତୀ ଆକ୍ରମଣରେ ଆହତ ହୋଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ପହଞ୍ଚି ଭାଙ୍ଗି ଯାଇଥିବା ଗୋଡ଼କୁ ଶୀଘ୍ର ଅପରେସନ ପାଇଁ ଡାକ୍ତର ସହ ଆଲୋଚନା କରିବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

Leave A Reply

Your email address will not be published.